Tense and time forms ସହିତ Things to remember
TENSE ____________ TIME
Simple present
PRESENT TENSE_______ present progressive
ବର୍ତ୍ତମାନ କାଳ ___ Present perfect
_____Present progressive
Past tense ___________ Simple past
ଅତୀତ କାଳ ______ Past progressive
____________ Past perfect
________Past perfect Progressive
Future tense _______ Shall/ Will+Progressive
ଭବିଷ୍ୟତ କାଳ Will be/ shall be +Infinitive
Will +The perfect
be going to +Infinitive
am/ is / are + about to + infinitive
Present progressive with a future time
simple present with a future time
THINGS OF REMEMBER
TENSE କାଳ -----THE WORD TENSE IS USED TO EXPRESS A TIME RELATION ଯେତେବେଳେ verb କ୍ରିୟା କାର୍ଯ୍ୟ ଘଟଣା ଅବସ୍ଥା ସମୟ ସମ୍ଫର୍କିତ ସୂଚନା ଦିଏ ତାହାକୁ tense କାଳ କୁହାଯାଏ । ଇଂରାଜୀ verb ରେ ଦୁଇଟି ଟେନ୍ସ present, past ଅଛି । Shall/ Will ସାହାର୍ଯ୍ୟ ଇଂରାଜୀରେ future tense କୁହାଯାଏ । ଉଦାହରଣ ସୂରୁପ ___go -verb କୁ ନିଆଯାଉ -I go , I went , I shall go ପ୍ରତେକ verb last form କୁ past participle କୁହାଯାଏ , ଯାହାକି କେବଳ perfect tense ରେ ବ୍ୟବହୃତ ହୁଏ I have gone .
Present tense ____ବର୍ତ୍ତମାନ କାଳ : କର୍ତ୍ତା ଯେଉଁ କାଯ୍ୟ ଟି କରେ କରୁଅଛି , କରିଛି କରିଆସୁଛି ସୂଚିତ ହେଲେ present tense ବା ବର୍ତ୍ତମାନ କାଳରେ ପ୍ରକାଶିତ ହୁଏ ।
Past tense ____
ଅତୀତ କାଳ : କର୍ତ୍ତା କାର୍ଯ୍ୟଟି କଲା ,କରୁଥିଲା , କରିଥିଲା, କିମ୍ବା କରିଆସୁଥିଲା ସୂଚିତ ହେଲେ past tense ରେ ପ୍ରକାଶିତ ହୁଏ ।
Future tense___ ଭବିଷ୍ୟତ କାଳ : କର୍ତ୍ତା ଯେଉଁ କାଯ୍ୟଟି କରିବ , କରୁଥିବ କରିଥିବ କିମ୍ବା କରିଆସୁଥିବ ଆଦି ସୂଚିତ ହେଲେ future tenae ରେ ପ୍ରକାସିତ ହୁଏ ।

Comments
Post a Comment